Advertisment

ଚାରିଆଡ଼େ ପାଣି, ବନ୍ୟାରେ ୬ ଜିଲ୍ଲା ପ୍ରଭାବିତ

ସୁଁ ସୁଁ କରି ମାଡ଼ିଚାଲିଛି ବନ୍ୟା ଜଳ। ମନ୍ଦିର ବେଢ଼ାକୁ ଘେରିଯାଇଛି ଚାରିଆଡ଼ୁ। ଉବୁଟୁବୁ ଗାଁ ଦାଣ୍ଡ, ଜଳବନ୍ଦୀ ଘର ଦ୍ବାର। କାହା ଘର କୋଉଟା ଜାଣି ହେଉନି, ନିତିଦିନିଆ ରାସ୍ତା ବି ବାରି ହେଉନି। ଟିକେ ଅସାବଧାନ ହେଲେ ବିପଦରେ ପଡ଼ିବା ଥୟ।

୬ ଜିଲ୍ଲାରେ ବନ୍ୟା ଦାଉ

୬ ଜିଲ୍ଲାରେ ବନ୍ୟା ଦାଉ

Advertisment

ବିପଦବଢ଼ାଇଛିବୈତରଣୀ, ସୁବର୍ଣ୍ଣରେଖାଆଣିଛିସାଂଘାତିକଦଶା।ଧାମନଗରବ୍ଲକହସନାବାଦର।ଆଖୁଆପଦାରେବୈତରଣୀଜଳସ୍ତରକମୁଛିସତ, କିନ୍ତୁଖସୁନିଘରଭିତରେପଶିଥିବାପାଣି।ଚୁଲିଜଳିବାଦୂରରକଥା, ଫ୍ରିଜଠୁଆରମ୍ଭକରିନାନାଆସବାବପତ୍ରକୁନେଇକେଉଁଠିଥୋଇବେଥଳକୂଳପାଉନାହାଁନ୍ତିଏମାନେ।ଯାହା ଫଳରେ ଜିନିଷ ଗୁଡିକ ଭାସିଯାଉଛି।

Advertisment

ଅର୍ଜୁନପୁରପଧାନିଇଲାକାରେ ମଧ୍ୟଘରେଘରେବଢ଼ିପାଣି।ଜଳବନ୍ଦୀଅବସ୍ଥାରେଜୀବନକାଟୁଛନ୍ତି।କାହାରଜୀବିକାବୁଡ଼ିଲାଣିଆଉକିଏଜୀବନବିକଳରେଛାତକୁଯାଇଭୋକଉପାସରେକାଳକାଟୁଛନ୍ତି।

ଚାନ୍ଦବାଲିବ୍ଲକରେବିବୈତରଣୀରବେଦନା।ବନ୍ୟାଜଳବଢ଼ୁଥିବାରୁବୋଡ଼କନିକଟରେକୁଆଖିଆ-ଆଖଣ୍ଡଳମଣି୨୦ନମ୍ବର NH ବୁଡ଼ିଯାଇଛି।ପ୍ରବାହିତହେଉଛିଫୁଟଉଚ୍ଚରବନ୍ୟାଜଳ।ଫଳରେଗମନାଗମନପ୍ରଭାବିତହୋଇଛି।ଯୁଆଡ଼େଚାହିଁବେଖାଲିପାଣିଆଉପାଣି।ତାହାରିଭିତରେବୁଡ଼ିଯାଇଛିଚାଷବାସ।ବଢ଼ିପାଣିଯୋଗୁକୁମ୍ଭୀରକୁନେଇଛନକାପଶୁଛି।

ଯାଜପୁରବ୍ଲକପଣସା, ସିମୁଳିଆ, ବିଚିତ୍ରପୁରଆଦିପଞ୍ଚାୟତବିସାଂଘାତିକପ୍ରଭାବିତହୋଇଛି।ଆଙ୍କୁଲାଆଦିବାସୀସାହିରେଘରେଘରେପାଣିପଶିବାରୁ୩୦ରୁଅଧିକପରିବାରସ୍କୁଲରେଆଶ୍ରୟନେଇଛନ୍ତି।ବୈତରଣୀରଶାଖାନଦୀକାଣିରବନ୍ୟାପାଣିମାଡ଼ିଯାଇପାଟଣାସାହିପଛପଦାରେପ୍ରାୟ୧୫ଫୁଟରଘଳିଆସୃଷ୍ଟିହୋଇଛି।ଧାମନଗରବ୍ଲକର୯ଟିପଞ୍ଚାୟତବନ୍ୟାଦ୍ବାରାପ୍ରଭାବିତହୋଇଛି।

Advertisment

ବାଲେଶ୍ବରଜିଲ୍ଲାରେବିଦାଉସାଧୁଛିସୁବର୍ଣ୍ଣରେଖାରବନ୍ୟାଜଳ।ବିଶେଷକରିବାଲିଆପାଳ, ଭୋଗରାଇଏବଂବସ୍ତାବ୍ଲକରେବିପଦବଢ଼ାଇଛିବଢ଼ିପାଣି।ଭୋଗରାଇବ୍ଲକକୀର୍ତ୍ତିନିୟାଅଞ୍ଚଳର ଦୁର୍ଦ୍ଦଶା କହିଲେ ନସରେ।କାରଣଜଳସ୍ତରବଢୁଥିବାରୁସମସ୍ତମତ୍ସ୍ୟଜୀବୀଏବଂଡଙ୍ଗାମାଲିକଙ୍କୁ ସତର୍କକରିଦିଆଯାଉଛି।ଡଙ୍ଗାଏବଂମାଛଧରାଉପକରଣଗୁଡ଼ିକୁସୁରକ୍ଷିତସ୍ଥାନରେରଖିବାକୁଚେତାଇଦିଆଯାଉଛି।

ଜିଲ୍ଲାପାଳଙ୍କକହିବାକଥା, ଆଜିରାତିରେବାଲିଆପାଳ, ବସ୍ତା, ଭୋଗରାଇସହତଳିଅଞ୍ଚଳରେବନ୍ୟାପାଣିପଶିପାରେ।କାରଣରାଜଘାଟରେବିପଦସଂକେତଟପିଛିସୁବର୍ଣ୍ଣରେଖା।ତେଣୁସମ୍ଭାବ୍ୟସ୍ଥିତିରମୁକାବିଲାପାଇଁ୨ଟିଅତିରିକ୍ତଓଡ୍ରାଫଟିମ୍, ୧୩ଟିଫାୟାରଟିମକୁସଜାଗରଖାଯାଇଛି।ଏଥି ସହିତଶୁଖିଲାଖାଦ୍ୟଏବଂଔଷଧବିମହୁଜୁଦରଖାଯାଇଛି।

Advertisment

ହୀରାକୁଦରମହାନଦୀପାଣିକଟକଜିଲ୍ଲାରେପ୍ରବେଶକରିବାପରେବଡମ୍ବାରଅଧିଷ୍ଠାତ୍ରୀଦେବୀମାଭଟ୍ଟାରିକାଙ୍କମନ୍ଦିରବେଢାକୁଛୁଇଁଛିପାଣି।ପାଣିବଢ଼ିଲେମାଙ୍କୁରୋଷଘରକୁସ୍ଥାନାନ୍ତରପାଇଁନିଷ୍ପତ୍ତିନିଆଯାଇଛି। SRCଙ୍କସୂଚନାଅନୁଯାୟୀ, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝରଆଦିଜିଲ୍ଲାପ୍ରଭାବିତହୋଇଛି।ସୁବର୍ଣ୍ଣରେଖାରେଜଳସ୍ତରବଢୁଥିବାରୁବାଲେଶ୍ବରଜିଲ୍ଲାକୁପ୍ରାଥମିକତାଦେବାକୁନିର୍ଦ୍ଦେଶଦିଆଯାଇଛି।

ସମ୍ବଲପୁରରୁଭର୍ଚୁଆଲରେସମୀକ୍ଷାକରିରାଜସ୍ବମନ୍ତ୍ରୀକହିଛନ୍ତି, ବନ୍ୟାସ୍ଥିତିରେସୁଧାରଆସୁଛି।ପାଣିଛାଡ଼ିବାପରେକ୍ଷୟକ୍ଷତିଆକଳନକରାଯିବ।

Odisha Jajpur Balasore Bhadrak Odisha Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ