Advertisment

ଦିଲ୍ଲୀରେ ହେବ ବଡ଼ ଆଲୋଚନା, ହେବ କି ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ

ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ହୋଇପାରେ ଆଲୋଚନା।

ଦିଲ୍ଲୀରେ ହେବ ବଡ଼ ଆଲୋଚନା

ଦିଲ୍ଲୀରେ ହେବ ବଡ଼ ଆଲୋଚନା

Advertisment

ତିନିଦିନିଆଦିଲ୍ଲୀଗସ୍ତରେଯିବେମୁଖ୍ୟମନ୍ତ୍ରୀମୋହନଚରଣମାଝୀତାଙ୍କସହରାଜ୍ୟସଭାପତିମଧ୍ୟଦିଲ୍ଲୀଗସ୍ତରେଯିବେ।ମୁଖ୍ୟମନ୍ତ୍ରୀଙ୍କରଅନେକଗୁରୁତ୍ତ୍ୱପୂର୍ଣ୍ଣକାର୍ଯ୍ୟକ୍ରମରହିଛି।

Advertisment

ଏହିଅବସରରେଦଳୀୟସରକାରୀକାର୍ଯ୍ୟକ୍ରମରେମୁଖ୍ୟମନ୍ତ୍ରୀଭାଗନେବେକେନ୍ଦ୍ରୀୟନେତୃତ୍ବଙ୍କୁଭେଟିପାରନ୍ତିମୁଖ୍ୟମନ୍ତ୍ରୀ।ସେହିପରିରାଜ୍ୟସଭାପତିମଧ୍ୟକେନ୍ଦ୍ରନେତୃତ୍ୱଙ୍କୁଭେଟିକରିପାରନ୍ତିଆଲୋଚନା।

ରାଜ୍ୟକମିଟିଗଠନ, ବୋର୍ଡନିଗମନିଯୁକ୍ତିନେଇକେନ୍ଦ୍ରନେତୃତ୍ୱଙ୍କସହଆଲୋଚନାହୋଇପାରେ।ସେହିପରିସରକାରରେମନ୍ତ୍ରିମଣ୍ଡଳସଂପ୍ରସାରଣଚର୍ଚ୍ଚାଲାଗିରହିଥିବାବେଳେଏହାରି ଉପରେ ହୋଇପାରେଆଲୋଚନା।

Advertisment

Manmohan Samal Odisha Cabinet Expansion Mohan Charan Majhi Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ