Advertisment

୧୩ଟି ଥାନାରେ ସିସିଟିଭି ନାହିଁ; ହାଇକୋର୍ଟରେ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍

ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍।

ଅଦ୍ୟତନ ହୋଇଛି
CCTV Cameras

CCTV Cameras

Advertisment

୧୩ଟି ଥାନାରେ ନାହିଁ ସିସିଟିଭି । ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍। ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ସେ ଏହି ତଥ୍ୟ ଦେଇଛନ୍ତି । 

Advertisment

୧୫ ଦିନରେ ୧୩ଟି ଥାନାରେ ସିସିଟିଭି ଲଗାଯିବ ବୋଲି ADG କୋର୍ଟଙ୍କୁ ଜଣାଇଛନ୍ତି । ୧୫ ଦିନରେ ସବୁ ଥାନାର ସିସିଟିଭି କନେକସନ୍ SP ଅଫିସରେ ରହିବ । ଏହାଦ୍ବାରା SP ନିଜେ ସବୁ ଥାନାର ସ୍ଥିତି ଦେଖିପାରିବେ । 

ସେନା ଅଧିକାରୀଙ୍କୁ ଥାନାରେ ପୋଲିସ ବ୍ୟବହାର ନେଇ ଏସଓପି ଜାରି ହେବ ବୋଲି ସେ ସୂଚନା ଦେଇଛନ୍ତି । ନଭେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  

Advertisment

Police CCTV Police Stations CCTV Cameras
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ