Advertisment

College Elections: ବାଜିନି ବିଗୁଲ, ତେଜିଲାଣି ଛାତ୍ର ରାଜନୀତି

ଆଠ ବର୍ଷ ପରେ ହୋଇପାରେ କଲେଜ ଇଲେକ୍ସନ। ସରକାରଙ୍କଠାରୁ ସଙ୍କେତ ପରେ କ୍ୟାମ୍ପସ ପଲିଟିକ୍ସ ଜୋର୍...

ଘୋଷଣା ହୋଇନି ମାରପିଟ୍ ଆରମ୍ଭ

ଘୋଷଣା ହୋଇନି ମାରପିଟ୍ ଆରମ୍ଭ

Advertisment

ସଙ୍କେତଦେଖିସରଗରମକ୍ୟାମ୍ପସପଲିଟିକ୍ସ। ଛାତ୍ରସଂସଦନିର୍ବାଚନତାରିଖଘୋଷଣାନହେଉଣୁକ୍ଷେତ୍ରପ୍ରସ୍ତୁତିରେମାତିଲେଣିଛାତ୍ରସଂଗଠନ। ଉଚ୍ଚଶିକ୍ଷାନୁଷ୍ଠାନକୁନୂଆବ୍ୟାଚ୍ଆସୁଆସୁଏବିଭିପିବିଜୁଛାତ୍ରଜନତାଦଳଖୋଲିଦେଲେଣିନିଜନିଜରହେଲ୍ପଡେସ୍କ।ନବାଗତଭୋଟରଙ୍କୁନିଜଆଡ଼କୁଆକର୍ଷିତକରିବାକୁଚାଲିଲାଣିଛକାପଞ୍ଛା।ଯେହେତୁଆଡମିଶନପ୍ରକ୍ରିୟାଏକପ୍ରକାରଶେଷପର୍ଯ୍ୟାୟରେ, ତେଣୁକିଭଳିଜୋରଦାରତୟାରିରେବିଭିନ୍ନଷ୍ଟୁଡେଣ୍ଟୟୁନିୟନ, ବ୍ୟାନରପୋଷ୍ଟରରୁସେଚିତ୍ରବିସାମ୍ନାକୁଆସିଲାଣି।ବିଶ୍ବବିଦ୍ୟାଳୟରୁକଲେଜଯାଏଁ, ସବୁଠିଅନୁଭୂତହେଲାଣିଛାତ୍ରରାଜନୀତିରତାତି।

Advertisment

୨୦୧୭ମସିହାରେଶେଷଥରପାଇଁହୋଇଥିଲାରାଜ୍ୟରେକଲେଜଭୋଟ୍।୨୦୧୮ରେତତ୍କାଳୀନବିଜେଡିସରକାରସମୟରୁଏହାବନ୍ଦରହିଛି, ହେଲେମୋହନସରକାରକ୍ଷମତାକୁଆସିବାପରେପୁଣିଛାତ୍ରସଂସଦନିର୍ବାଚନକରିବାକୁପ୍ରତିଶ୍ରୁତିଦେଇଛନ୍ତି।ଅନ୍ୟପଟେ ସମୟନିକଟହେଉଥିବାଜାଣିକ୍ୟାଂପସରେସକ୍ରିୟଆଶାୟୀପ୍ରାର୍ଥୀଛାତ୍ରସଂଗଠନ।ଛାତ୍ରବିଜେଡିଛାତ୍ରକଂଗ୍ରେସଏଥରଏଫ୍ଏମ୍ଘଟଣାସହଛାତ୍ରୀସୁରକ୍ଷାକୁମୁଖ୍ୟମୁଦ୍ଦାକରୁଥିବାବେଳେଏବିଭିପିମଧ୍ୟଟାଣୁଆମୁଦ୍ଦାକୁଧରିମଇଦାନକୁଓହ୍ଲାଇବାକୁଯୋଜନାରଖିଛି।ଛାତ୍ରଛାତ୍ରୀବିଦୀର୍ଘବର୍ଷପରେକଲେଜନିର୍ବାଚନରେସେମାନଙ୍କଭାଗିଦାରିକୁନେଇଉତ୍କଣ୍ଠାରେ।

ଗୋଟିଏପଟେଏଥରଛାତ୍ରସଂସଦନିର୍ବାଚନସମ୍ଭାବନାକୁଦେଖିଷ୍ଟୁଡେଣ୍ଟପଲିଟିକ୍ସଗରମହେଉଥିବାବେଳେକିଛିକିଛିସ୍ଥାନରେଅଶାନ୍ତିରବାତାବରଣବିଦେଖାଦେଲାଣି।ସଦ୍ୟତମଘଟଣାକ୍ରମେଜଗତସିଂହପୁରଏସ୍ଭିଏମ୍କଲେଜରେଗତକାଲିଦୁଇଛାତ୍ରଗୋଷ୍ଠୀମଧ୍ୟରେସଂଘର୍ଷଘଟିରକ୍ତରଞ୍ଜିତହୋଇଛିସେଠିକାରକ୍ୟାମ୍ପସ। ଗଣ୍ଡଗୋଳରେଏକାଧିକଛାତ୍ରଆହତହୋଇଛନ୍ତି।କଲେଜରେଧାରଣାସାଙ୍ଗକୁଉତ୍ତେଜନାଲାଗିରହିଛି।ତେଣୁଏଭଳିସ୍ଥଳେଯଦିଛାତ୍ରସଂସଦନିର୍ବାଚନହୁଏ, ତେବେତାକୁଶୃଙ୍ଖଳିତପରିଚାଳନାକରିବାସ୍ଥାନୀୟପ୍ରଶାସନକଲେଜକର୍ତ୍ତୃପକ୍ଷଙ୍କପାଇଁବଡ଼ଚାଲେଞ୍ଜହେବ।ଯେହେତୁଏଥରଏବିଭିପି, ଛାତ୍ରବିଜେଡିଛାତ୍ରକଂଗ୍ରେସ ସମସ୍ତେପରସ୍ପରକୁଟକ୍କରଦେବାସ୍ଥିତିରେଅଛନ୍ତିଏବଂଲଢେଇପାଇଁନିଜନିଜପ୍ରାର୍ଥୀଚୟନରେଲାଗିଲେଣି, ତେଣୁ୮ବର୍ଷପରେକଲେଜପଲିଟିକ୍ସଉଠିବପଡ଼ିବବୋଲିଅନୁଭବହେଲାଣି। ଅପେକ୍ଷାଉଚ୍ଚଶିକ୍ଷାବିଭାଗକେବେଆନୁଷ୍ଠାନିକଭାବେକଲେଜଇଲେକ୍ସନତାରିଖଘୋଷଣାକରୁଛନ୍ତି।

Advertisment
Odisha News Colleges Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ