2022 OPSC OAS results
ବଡ଼ ଖବର । ପ୍ରକାଶ ପାଇଲା ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍ରେ ରହିଛନ୍ତି ୫ ମହିଳା ଓ ୫ ପୁରୁଷ । ଶ୍ବେତାଶ୍ରୀ ମହାପାତ୍ର ହୋଇଛନ୍ତି ଓଏଏସ୍ ଟପ୍ପର ।
ଟପ୍ ୧୦ରେ ରହିଛନ୍ତି...
୧. ଶ୍ବେତାଶ୍ରୀ ମହାପାତ୍ର
୨. ପ୍ରିଙ୍କିଲ ପରବୀନ ପରିଡ଼ା
୩. ଦୀପ୍ତିରଞ୍ଜନ ପତି ତୃତୀୟ
୪- ପ୍ରଜ୍ଞା ପାରଙ୍ଗମ
୫- ଆଜାଦ ସାହୁ
୬- ଦୀପମ ରାଉତ
୭- ଦେବବ୍ରତ ଗୌଡ଼
୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ
୯- କପିଳ କୁମାର ମହାନ୍ତି
୧୦- ଅମ୍ରିତା ସାହୁ
ଓଟିଭିକୁ OAS ଟପ୍ପର ଶ୍ବେତାଶ୍ରୀ ମହାପାତ୍ରଙ୍କ ସୂଚନା । ପ୍ରଥମ ଚେଷ୍ଟାରେ ସଫଳତା ପାଇ ବହୁତ ଖୁସି ଥିବା ସହ କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ ବୋଲି କହିଛନ୍ତି । ଦୈନିକ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲି । ଚାକିରି ଛାଡ଼ି OAS ପାଇଁ ପ୍ରସ୍ତତି କରୁଥିଲି । NIT ଦୁର୍ଗାପୁରରେ ବିଟେକ୍ ପରେ ଚେଷ୍ଟା କରିଥିଲି ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729341943.jpg)