Advertisment

ଆଜି ୧୬ ରାଜ୍ୟସଭା ସିଟ୍‌ ପାଇଁ ହେବ ନିର୍ବାଚନ, କ୍ରସ୍‌ ଭୋଟିଂ ଆଶଙ୍କା

୪ଟି ରାଜ୍ୟର ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ। ମତଦାନ ସକାଳ ୯ଟାରୁ  ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଓଡିଶାର ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Voting In Crucial Rajya Sabha Polls Today

Voting In Crucial Rajya Sabha Polls Today

Advertisment

୪ଟି ରାଜ୍ୟର ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ। ମତଦାନ ସକାଳ ୯ଟାରୁ  ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ଓ କର୍ଣ୍ଣାଟକର ୧୬ଟି ରାଜ୍ୟସଭା ସିଟ୍ ପାଇଁ ଭୋଟ୍‌ ଗ୍ରହଣ ହେବ। ବିଭିନ୍ନ ରାଜ୍ୟରେ କ୍ରସ୍‌ ଭୋଟିଂର ଆଶଙ୍କା ଥିବାରୁ ଏହାକୁ ନେଇ ଅନେକ ଉତ୍କଣ୍ଠା ରହିଛି।

Advertisment

କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲ, କଂଗ୍ରେସ ନେତା ଜୟରାମ ରମେଶ, ରଣଦୀପ ସୁର୍ଜେୱାଲା, ମୁକୁଳ ୱାସନିକଙ୍କ ଭାଗ୍ୟ ପରୀକ୍ଷା ହେବ। 

ଅନ୍ୟପକ୍ଷରେ, ୪୧ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଓଡିଶାର ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।  ଏଥିସହ ଉତ୍ତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ତେଲେଙ୍ଗାନାର ୩୮ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।  

Advertisment
Rajya Sabha Polls Rajya Sabha Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ