Advertisment

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲି ପଡ଼ିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ତେବେ ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।

bank job vacancy

bank job vacancy

Advertisment

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ୟାଙ୍କରେ ଏଫ୍‌ଏଲ୍‌ସିସି ଇନ୍‌ଚାର୍ଜ, ଆଟେଣ୍ଡର, ଚୌକିଦାର, ମାଳୀ ଓ ଅଫିସ ଆସିଷ୍ଟାଣ୍ଟ ପଦ ଖାଲି ପଡ଼ିଛି। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରୀ ୧୫ ପୂର୍ବରୁ ଆପ୍ଲାଏ କରିପାରିବେ।

Advertisment

ନିଯୁକ୍ତି ପାଇଁ ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:

୧୮ ବର୍ଷରୁ ୬୪ ବର୍ଷ । ୭ମ ପାସ୍‌ଠାରୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ ରହିଛି ।

ଆବେଦନ ଶୁଳ୍କ ଓ ଦରମା:

କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଚୟନିତ ପ୍ରାର୍ଥୀଙ୍କୁ ମାସିକ ୬୦୦୦ରୁ ୧୫,୦୦୦ ଟଙ୍କା ଦରମା ମିଳିବ

କିପରି କରିବେ ଆବେଦନ:

  • ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଅଫିସିଆଲ ୱେବ୍‌ସାଇଟ୍‌ centralbankofindia.co.in କୁ ଯାଆନ୍ତୁ।
  • ଏବେ କ୍ୟାରିୟର ପେଜ୍‌କୁ ଯାଆନ୍ତୁ ଓ ଜବ୍‌ ଓପନିଂ ଖୋଲନ୍ତୁ।
  • କିମ୍ବା ଏହି ପେଜ୍‌ରେ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ।
  • ଏଠାରେ ଆପଣଙ୍କୁ ଆପ୍ଲିକେସନ୍‌ ଲୋଡ୍‌ କରିବାକୁ ହେବ।
  • ଆବେଦନ ପତ୍ର ଭରନ୍ତୁ ଓ ଅଧିସୂଚନାରେ ଦିଆଯାଇଥିବା ଠିକଣାକୁ ପଠାନ୍ତୁ।
Advertisment
Bank Job Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ