Advertisment

5Gର ସଫଳ ପରୀକ୍ଷଣ, ପ୍ରଥମ କଲ୍‌ କଲେ ଅଶ୍ୱିନୀ

ପୁରା ୫-ଜି ନେଟୱର୍କକୁ ଭାରତରେ ଡିଜାଇନ୍ କରାଯିବା ସହ ବିକଶିତ କରାଯାଇଥିବା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Ashwini Vaishnaw

Ashwini Vaishnaw

Advertisment

ଭାରତରେ ଫାଇଭ-ଜିର ସଫଳ ପରୀକ୍ଷଣ । ଆଇଆଇଟି ମାଡ୍ରାସରେ ଆଇଟି ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ ପ୍ରଥମ କଲ୍ କରିଛନ୍ତି । ସଫଳ ହୋଇଛି ଦେଶର ପ୍ରଥମ ୫-ଜି କଲ୍ । ପୁରା ୫-ଜି ନେଟୱର୍କକୁ ଭାରତରେ ଡିଜାଇନ୍ କରାଯିବା ସହ ବିକଶିତ କରାଯାଇଥିବା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Advertisment

ଟେଲିକମ୍ ବିଭାଗ ପକ୍ଷରୁ ୫-ଜି ସ୍ପେକ୍ଟ୍ରମ୍ ନିଲାମୀ ପ୍ରସ୍ତାବକୁ ମଂଜୁରୀ ଦେବା ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସାମ୍ନାରେ ରଖାଯିବା ସମ୍ଭାବନା ରହିିଛି । ଏହା ପୂର୍ବରୁ ମେ’ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଶର ପ୍ରଥମ ଫାଇଭ-ଜି ପରୀକ୍ଷଣର ଉଦଘାଟନ କରିଥିଲେ ।

Advertisment

5G Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ