Siji Art
ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା । ସେନ୍ସେସନ୍ ପାଲଟିଛନ୍ତି ଶିଜି । ଯିଏ ବି ତାଙ୍କ କଳାକୃତି ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । କାରଣ ଶୀରର ସମ୍ପୂର୍ଣ୍ଣ ଅସୁସ୍ଥ । ପୁରା ଶରୀର ଥରୁଛି । ଏମିତିକି ହାତ ବି ଥରୁଛି । କିନ୍ତୁ ତାଙ୍କ କାରନାମା ଦେଖିଲେ ଆଖିରେ ବିଶ୍ୱାସ ହେବନି । ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ହେଉଛନ୍ତି କେରଳ କୋଚିରେ ରହୁଥିବା ଶିଜି ଲଘୁ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628940825.jpg)
ଶିଜିଙ୍କ କଳାକୃତି ମଧ୍ୟରେ ଡବଲ ଡେକ୍ ବସ୍ଠାରୁ ଆରମ୍ଭ କରି ଅଟୋ ରିକ୍ସା, ଯୁଦ୍ଧ ଜାହାଜ ଏବଂ ହେଲିକପ୍ଟର ମଧ୍ୟ ସାମିଲ ।0
/odishatv-khabar/media/post_attachments/uploadimage/library/16_9/16_9_0/Siji_Art_1628940879.jpg)
ଶିଜି କୁହନ୍ତି ଯେତେବେଳେ ସେ ଖାଦ୍ୟ ଖାଆନ୍ତି, ପାଣି ପିଅନ୍ତି କିମ୍ବା କୌଣସି ଜିନିଷ ଉଠାନ୍ତି ସେତେବେଳେ ତାଙ୍କ ହାତ ଥରେ । ଏମିତିକି ବେଳେବେଳେ ଖାଦ୍ୟ ଖାଇବା ବେଳେ ତାଙ୍କ ମୁହଁରେ ପଡ଼ିଯାଏ ।
/odishatv-khabar/media/post_attachments/uploadimage/library/16_9/16_9_0/Siji_Art_1628940912.jpg)
ଶିଜି କହନ୍ତି, ତାଙ୍କ ଭାଇ ମାନେ ତାଙ୍କୁ ଲଘୁ କଳାର ଶିକ୍ଷା ଦେଇଛନ୍ତି ।
Siji Artଏହି କଳାକୃତି ସବୁ ତିଆରି କରିବା ପାଇଁ ଶିଜି ଏକ ପ୍ୟାକିଂ ବାକ୍ସ, ଛୋଟ ପାଇପ୍, ଛୋଟ ଛୋଟ ବୋତଲ ଏବଂ ଏହାର କ୍ୟାପ୍ ବ୍ୟବହାର କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Siji_Art_1628940879.jpg)