Seven TDP workers lost their lives
ଚନ୍ଦ୍ରବାବୁ ନାଇଡୁଙ୍କ ରାଲି ବେଳେ ଦଳାଚକଟା। ଦଳାଚକଟାରେ ୮ ଟିଡିପି କର୍ମୀ ମୃତ। ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ର ପ୍ରଦେଶ ନେଲୋର ଜିଲ୍ଲା କାଣ୍ଡୁକୁରୁରେ ଏହି ଅଘଟଣ ଘଟିଛି। ସଭା ଚାଲୁଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ଏହି ସଭା ହେବା ପୂର୍ବରୁ କ୍ଷମତା ଠାରୁ ଅଧିକ ଲୋକ ଏକତ୍ରିତ ନକରିବା ପାଇଁ ସ୍ଥାନୀୟ ପ୍ରଶାସନ କହିଥିଲା। ତଥାପି ଏତେପରେ ବି ସେଠାରେ ସଭା କରିବା ସହ ପାଖାପାଖି ୪୦ ହଜାର କର୍ମୀ ଏକତ୍ରିତ ହୋଇଥିଲେ। କିନ୍ତୁ ଛୋଟ ଜାଗା ଓ ଉଭୟ ଖୋଲା ଡ୍ରେନେଜ୍ କାଳ ହୋଇଥିଲା। ଧସ୍ତାଧସ୍ତି ହେବା ପରେ ଡ୍ରେନେଜ୍କୁ ପଡ଼ିଥିଲେ ଟିଡିପି କର୍ମୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672249108.jpg)