Trishakti
Advertisment
ସିକ୍କିମ ଫ୍ଲାସ ଫ୍ଲଡ ପରେ ଚାଲିଛି ରେସ୍କ୍ୟୁ ଅପରେସନ । ଭାରତୀୟ ସେନାର ତ୍ରିଶକ୍ତି କୋର ବାହିନୀ ଲଗାତାର ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫ୍ଲାସଫ୍ଲଡ୍ ଯୋଗୁ ବିଛିନ୍ନ ହୋଇଯାଇଥିବା ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା କରୁଛି ଭାରତୀୟ ସେନା । ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନା ଚଳାଇଛି ଅପରେସନ ।
Advertisment
ଉତ୍ତର ସିକ୍କିମରେ ତିସ୍ତାନଦୀର ପ୍ରଖର ସ୍ରୋତ ଭିତରେ ସେନାର ଯବାନ ନିର୍ମାଣ କରିଛନ୍ତି ବ୍ରିଜ । ଏହି ଭଜୁଆଲ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛି ତ୍ରିଶକ୍ତି କୋର । ବର୍ତ୍ତମାନ ସୁଦ୍ଧା ସେନା ପକ୍ଷରୁ ୨୪୫ ଜଣଙ୍କୁ ଉଦ୍ଧାର କରାଗଲାଣି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Trishakti_1697550452.jpg)