Advertisment

ମୋଦି ବିଶ୍ୱର ପ୍ରଥମ ନେତା, ଯାହାଙ୍କର ୨୦ ମିଲିଅନ୍‌ ସବ୍‌ସ୍କ୍ରାଇବର

ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲ୍ସନୋରା । ଯାହାଙ୍କର ମାତ୍ର ୬୪ ଲକ୍ଷ ସବ୍‌ସ୍କ୍ରାଇବର ରହିଛନ୍ତି । ଏହି ସଂଖ୍ୟା ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଏକ ତୃତୀୟାଂଶରୁ ବି କମ୍।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ସାରା ବିଶ୍ୱରେ ପୁଣି ଥରେ ମୋଦୀ ମାନିଆ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ପ୍ରଥମ ନେତା, ଯାହାଙ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଦୁଇ କୋଟି ସବ୍‌ସ୍କ୍ରାଇବର ଯୋଡ଼ି ହୋଇଛନ୍ତି । ଦୁଇ କୋଟି ସବ୍‌ସ୍କ୍ରାଇବର ପାଇବାରେ ମୋଦୀ ବିଶ୍ୱର ଏକମାତ୍ର ନେତା । ଭାରତର ତଥା ବିଶ୍ୱର ଅନେକ ନେତା ତଥା ସେଲିବ୍ରିଟିଙ୍କଠାରୁ ମଧ୍ୟ ସେ ଖୁବ୍‌ ଆଗରେ ରହିଛନ୍ତି ।

Advertisment
Narendra ModiNarendra Modi

ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲ୍ସନୋରା । ଯାହାଙ୍କର ମାତ୍ର ୬୪ ଲକ୍ଷ ସବ୍‌ସ୍କ୍ରାଇବର ରହିଛନ୍ତି । ଏହି ସଂଖ୍ୟା ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଏକ ତୃତୀୟାଂଶରୁ ବି କମ୍।

Advertisment

ବିଭିନ୍ନ ବିଷୟବସ୍ତୁକୁ ନେଇ ନରେନ୍ଦ୍ର ମୋଦୀଙ୍କ ଚ୍ୟାନେଲରେ ଯେଉଁ ଭିଡିଓ ପ୍ରସାରିତ ହୋଇଛି, ତାହା କେବଳ ଭାରତର ରାଜନୈତିକ ପ୍ରତିପକ୍ଷଙ୍କୁ ପଛରେ ପକାଇ ନାହିଁ ବରଂ ବିଶ୍ୱର ଅନେକ ନେତାଙ୍କ ତୁଳନାରେ ଖୁବ୍‌ ଅଧିକ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ତାଙ୍କ ଚ୍ୟାନେଲର ଭିଡିଓ ଭ୍ୟୁ ସଂଖ୍ୟା ୪୫୦ କୋଟି ଟପିଲା ।

ତେବେ ସବୁଠାରୁ ଅଧିକ ସବ୍‌ସ୍କ୍ରାଇବର ଥିବା ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି । ତାଙ୍କ ୧.୧ ମିଲିୟନ୍‌ ସବ୍‌ସ୍କ୍ରାବର ରହିଛନ୍ତି । ସେହିଭଳି ତାଙ୍କ ପଛକୁ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋବାଇଡେନ୍‌ । ତାଙ୍କର ସବ୍‌ସ୍କ୍ରାଇବର ସଂଖ୍ୟା ୭ ଲକ୍ଷ ୮୯ ହଜାର ।

Advertisment

BREAKING PM Modi becomes first world leader to hit 20 million subscribers on YouTube snt

Narendra Modi YouTube
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ