Advertisment

Reception:ପିନାକୀ ଓ ମହୁଆଙ୍କ ୱେଡିଂ ରିସେପସନର ଫଟୋ, ଯୋଗ ଦେଇଥିଲେ ବହୁ ଜାତୀୟ ସ୍ତରର ନେତା

ସାମ୍ନାକୁ ଆସିଲା ପିନାକୀ ଓ ମହୁଆଙ୍କ ୱେଡିଂ ରିସେପସନର ଫଟୋ । ବିବାହର ଦୁଇ ମାସ ପରେ ବିଜେଡି ନେତା ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ହୋଇଛି ବିବାହ ରିସେପସନ୍।

Reception

Reception

Advertisment
MARRIAGE MARRIAGE

ସାମ୍ନାକୁ ଆସିଲା ପିନାକୀ ଓ ମହୁଆଙ୍କ ୱେଡିଂ ରିସେପସନର ଫଟୋ । ବିବାହର ଦୁଇ ମାସ ପରେ ବିଜେଡି ନେତା ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ହୋଇଛି ବିବାହ ରିସେପସନ୍।

Advertisment
MARRIAGE MARRIAGE

ନୂଆଦିଲ୍ଲୀର ହୋଟେଲ ଲଳିତରେ ହୋଇଥିଲା ବିବାହ ଭୋଜିର ଆୟୋଜନ। ନାଲି ରଙ୍ଗର ଶାଢୀରେ ମହୁଆ ମୋଇତ୍ରା ଏବଂ ଧାଳା କୂର୍ତ୍ତାରେ ଦେଖିବାକୁ ମିଳିଥିଲେ ପିନାକୀ ମିଶ୍ର। 

MARRIAGE MARRIAGE

ରିସେପସନ୍ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଡିନର ଟେବୁଲରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାଜ୍ୟସଭା ସଦସ୍ୟ ରଞ୍ଜିତ ରଞ୍ଜନ ବସିଥିବା ଦେଖିବାକୁ ମିଳିଛି । 

Advertisment
MARRIAGE MARRIAGE

ବହୁ ଜାତୀୟ ସ୍ତରର ନେତା ମଧ୍ୟ ବିବାହ ଭୋଜିରେ ଉପସ୍ଥିତ ଥିଲେ। ହେଲେ ଓଡ଼ିଶାରୁ ହାତଗଣତି ନେତା ସାମିଲ ହୋଇଥିଲେ। ସମାଜବାଦୀ ପାର୍ଟି ନେତା ବୀରେନ୍ଦ୍ର ସିଂ ତାଙ୍କ ସୋସିଆଲ ମିଡିଆ 'X'ରେ ଫଟୋ ପୋଷ୍ଟ କରିଛନ୍ତି। 

MARRIAGE MARRIAGE
Marriage Party Mahua Moitra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ