Advertisment

ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍‌

ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିବା ସମୟରେ ଉଭୟଙ୍କୁ ଦେଖି ଟ୍ରେନ୍‌ ରହିଯାଇଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Local train and goods train collide head on accident like odisha was about to happen in chhattisgarh

Local train and goods train collide head on accident like odisha was about to happen in chhattisgarh

Advertisment

ବିଳାସପୁରରେ ଟଳିଲା ବଡ଼ ଅଘଟଣ । ଧକ୍କା ହେବାରୁ ଅଲ୍ପକେ ବର୍ତ୍ତିଲା ୨ଟି ଟ୍ରେନ୍‌ । ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ ଏକା ସମୟରେ ଆସିବାରୁ ଏହି ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା । ହେଲେ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିବା ସମୟରେ ଉଭୟଙ୍କୁ ଦେଖି ଟ୍ରେନ୍‌ ରହିଯାଇଥିବା ସୂଚନା ମିଳିଛି ।

Advertisment

ସୂଚନା ମୁତାବକ ଗୋଟିଏ ଟ୍ରାକ୍‌ରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଆସୁଥିବାବେଳେ ଅନ୍ୟପଟେ ଆଉ ଏକ ମାଲ୍‌ବାହୀ ଟ୍ରେନ୍‌ ଆସିଥିଲା । ହେଲେ ଉଭୟ ଟ୍ରେନ୍‌ ଦୂରରୁ ଏହା ଦେଖିବାପରେ ଟ୍ରେନ୍‌କୁ ଅଟକାଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । 

Train Accident Chhattisgarh Goods Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ