Advertisment

ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍- 29 Kର ସଫଳ ଅବତରଣ

ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି । ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି ।

ଅଦ୍ୟତନ ହୋଇଛି
MiG-29K Fighter Jet

Mig 29 k

Advertisment

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଭାରତୀୟ ନୌସେନାର ଶକ୍ତି ଏବଂ ସାମର୍ଥ୍ୟ କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ଅଧ୍ୟାୟ । ନୌସେନାର ଆଇଏନଏସ୍ ବିକ୍ରାନ୍ତ ଉପରେ ବିଳମ୍ବିତ ରାତିରେ କଲା ମିଗ୍-29 K ଅବତରଣ କରିଛି ।

Advertisment

ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି । ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି । ଦ୍ରୁତ ଗତିରେ ମିଗ୍-29 K ବିମାନଟି ଅବତରଣ କରୁଛି ଆଇଏନଏସ୍ ବିକ୍ରାନ୍ତ ଉପରେ ।

ପ୍ରଥମ ଥର ପାଇଁ ଆଇଏନଏସ ବିକ୍ରାନ୍ତରେ ଏହି ଲଢ଼ୁଆ ବିମାନର ଏଭଳି ଅବତରଣ କରାଯାଇଥିବା କୁହାଯାଉଛି । ଏହାକୁ ନେଇ Indian Aerospace Defence News – IADN ପକ୍ଷରୁ ଟ୍ୱିଟ୍‌ କରାଯାଇଥିବା ଦେଖିବାକୁ ମିଳିଛି ।

Advertisment

Indian Navy CDS Fighter Jet INS Vikrant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ