/odishatv-khabar/media/post_attachments/uploadimage/library/16_9/16_9_0/____1683538224.jpg)
Air Ticket To Kolkata From Imphal Touches Rs 30,000
ଆକାଶ ଛୁଆଁ ବିମାନ ଭଡ଼ା। ମଣିପୁରର ରାଜଧାନୀ ଇମ୍ଫାଲରୁ କୋଲକାତା ବିମାନ ଭଡ଼ା ଆକାଶଛୁଆଁ ହୋଇଛି। ଏବେ ଇମ୍ଫାଲରୁ କୋଲକାତାକୁ ବିମାନ ଭଡ଼ା ବଢ଼ି ୩୦ ହଜାର ଟଙ୍କା ହୋଇଛି। ଯାହାକୁ ସାଧାରଣ ବିମାନ ଭଡ଼ା ଠାରୁ ୮ ଗୁଣ ଅଧିକ ବୋଲି କୁହାଯାଉଛି।
Advertisment
ଏତେ ଭଡ଼ା ପରେ ବି ଆଜି ଇମ୍ପାଲ ବିମାନ ବନ୍ଦରରେ ହଜାର ହଜାର ଲୋକ ଘରକୁ ଫେରିବାକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ଦୁଇ ସଂପ୍ରଦାୟ ମଧ୍ୟରେ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ପଡ଼ିଛି ମଣିପୁର।
ଏହି ରକ୍ତାକ୍ତ ସଂଘର୍ଷରେ ଏ ଯାବତ୍ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ବୋଲି ଦାବି ହେଉଛି।
Advertisment
ଏପରି ସ୍ଥିତିରେ ଅଶାନ୍ତ ମଣିପୁରରେ ଫସି ରହିଥିବା ଲୋକମାନେ ନିଜ ରାଜ୍ୟକୁ ସୁରକ୍ଷିତ ଭାବେ ଫେରିବାକୁ ଉଦ୍ୟମ ଆରମ୍ଭ କରୁଥିବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)