ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲା କୋର୍ଟ ପରିସରରେ ବାଘ ଆତଙ୍କ। କୋର୍ଟ ପରିସରରେ ପଶିଲା କଲରା ପତରିଆ ବାଘ। କୋର୍ଟ ଭିତରେ ବାଘ ପଶିଯିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା। ଏଥିରେ ୭ ଜଣ ଆହତ ହୋଇଛନ୍ତି।
କଲରାପତରିଆ ବାଘ କୋର୍ଟ ପରିସରରେ ଥିବା ଲୋକ ବିଶେଷ କରି ପୋଲିସ, ଆଇନଜୀବୀଙ୍କୁ ଆକ୍ରମଣ କରିଛି। ANI ଜାରି କରିଥିବା ଭିଡିଓରେ ପୂରା ଦୃଶ୍ୟ ନଜରକୁ ଆସିଛି।