Google Pay
ରୋଜଗାର ଦେବ Google Pay ! ଘରେ ବସି ପ୍ରତିଦିନ ଇନକମ୍ କରିପାରିବେ ୨ହଜାର ଟଙ୍କା । ଡିଜିଟାଲ୍ ପେମେଣ୍ଟ୍ ଆପ୍ ଜରିଆରେ ଆପଣ କରିପାରିବେ ରୋଜଗାର । ଆପଣ ଅତି ସହଜରେ ଗୁଗୁଲ ପେ’ ଆପ୍ ମାଧ୍ୟମରେ ପ୍ରତିଦିନ ୨୦୦୦ ଟଙ୍କା ରୋଜଗାର କରିପାରିବେ । ତେବେ କିପରି ରୋଜଗାର କରିପାରିବେ ଆସନ୍ତୁ ଜାଣିବା...
ଭାରତ ଡିଜିଟାଲ କ୍ଷେତ୍ରରେ ଅନେକ ଆଗକୁ ବଢ଼ିଛି । ବହୁ ଡିଜିଟାଲ ପ୍ଲାଟଫର୍ମରେ ଟଙ୍କା ରୋଜଗାର କରୁଛନ୍ତି ଲୋକେ । ହେଲେ ଏବେ ଗୁଗୁଲ ପେ’ ଜରିଆରେ ମଧ୍ୟ ଟଙ୍କା ରୋଜଗାର କରିହେବ । କାରଣ Google Pay ଏକ ଅଗ୍ରଣୀ ଡିଜିଟାଲ୍ ପେମେଣ୍ଟ୍ ଆପ୍ । ଯେଉଁଥିରେ ଆପଣ ମୋବାଇଲ୍ ରିଚାର୍ଜ୍, ବିଦ୍ୟୁତ୍ ବିଲ୍, ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ, ଟିକେଟ୍ ବୁକିଂ ଆଦି କାମ କରି ପାରିବେ । ଗୁଗୁଲ ପେ’ ମାଧ୍ୟମରେ ଅନ୍ଲାଇନ୍ ସପିଂ ମଧ୍ୟ କରିହେବ । ଯାହାଦ୍ୱାରା ଆପଣ କିଛି କ୍ୟାସ୍ବ୍ୟାକ୍ ପାଇପାରିବେ ।
ଅଧିକ ପଢ଼ନ୍ତୁ: ଡାକ ଭିଭାଗର ନୂଆ ସ୍କିମ୍..ମାସିକ ରୋଜଗାର କରନ୍ତୁ ୨୦ ହଜାର !
ସେହିପରି ଯଦି ପ୍ରତିଦିନ ଆପଣ ଦୁଇରୁ ତିନିଜଣଙ୍କୁ ଗୁଗୁଲ ପେ’ ଡାଉନଲୋଡ୍ କରିବା ସହ ଲଗ୍ଇନ୍ କରାଉଛନ୍ତି ତେବେ ଆପଣଙ୍କୁ ୫୦୦ରୁ ୬୦୦ଟଙ୍କା ଅତି ସହଜରେ ମିଳିବ । ଖାଲି ସେତିକି ନୁହେଁ ଆପଣ ପ୍ରତିଦିନ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ କରି ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ । ଏଭଳି ଭାବରେ ଆପଣ ପ୍ରତିଦିନ ୨୦୦୦ ଟଙ୍କା ରୋଜଗାର କରି ପାରିବେ ।
ଖାଲି ଏତିକି ଯେ ତାହାନୁହେଁ, ଆପଣ Google Pay ମାଧ୍ୟମରେ ଲୋନ୍ ମଧ୍ୟ ନେଇପାରିବେ । ଆପଣଙ୍କ ଆବଶ୍ୟକତା ସମୟରେ ପରସନାଲ ଲୋନ୍ ଦେବ Google Pay । Google Pay ଜରିଆରେ ଆପଣ ଆପଣଙ୍କ ଅସୁବିଧା ସମୟରେ ୫୦ ହଜାର ଟଙ୍କା ଯାଏ ଲୋନ୍ ନେଇ ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Google_Pay_1715326878.jpg)