Advertisment

India's Strong Assault on Pakistan: ଭାରତର ଜୋରଦାର ଆକ୍ରମଣ: ଆତଙ୍କୀ ଆଡ୍ଡା ଧ୍ୱଂସ

ଭାରତର ୬ଟି ମିସାଇଲ ମାଡରେ ୪ଟି ଏୟାରବେସ୍ ଧ୍ୱଂସ ହୋଇଯାଇଛି । ଏହି ଏୟାରବେସ୍ ଗୁଡିକ ଲାହୋର, ସିଆଲକୋଟ ଓ କରାଚିରେ ରହିଥିଲା ।

ଅଦ୍ୟତନ ହୋଇଛି
pakistan

pakistan

Advertisment

ପାକିସ୍ତାନ ଉପରେ ବଡ ଧରଣର ହମଲା କରିଛି ଭାରତ । ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଯାଇଛି । ପାକିସ୍ତାନର ଡ୍ରୋନ୍ ଲଂଚପ୍ୟାଡକୁ ଧ୍ୱଂସ କରିଛି ଭାରତ । ଏହି ଲଂଚ ପ୍ୟାଡରୁ ଡ୍ରୋନରେ ଆକ୍ରମଣ କରୁଥିଲା ପାକିସ୍ତାନ । ଜମ୍ମୁ ନିକଟରେ ଏହି ଡ୍ରୋନ ଲଂଚପ୍ୟାଡ ରହିଥିଲା । 

Advertisment

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ

ଅନ୍ୟପଟେ ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତର ଆଟାକ । ଭାରତର ୬ଟି ମିସାଇଲ ମାଡରେ ୪ଟି ଏୟାରବେସ୍ ଧ୍ୱଂସ ହୋଇଯାଇଛି । ଏହି ଏୟାରବେସ୍ ଗୁଡିକ ଲାହୋର, ସିଆଲକୋଟ ଓ କରାଚିରେ ରହିଥିଲା । ପଞ୍ଜାବ ପ୍ରାନ୍ତ ସୌରକୋଟ, ରଫିକି ଏୟାର ବେସ୍‌, ରାୱଲପିଣ୍ଡିର ନୁର ଖାନ୍ ଏୟାରବେସ୍ ଓ ମୁରିଦ୍ ଏୟାରବେସରେ ମିସାଇଲ ମାଡ କରିଛି କରିଛି ଭାରତ । ଭାରତର ଆକ୍ରମଣରେ ପାକିସ୍ତାନ ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି ।

ଅଧିକ ପଢ଼ନ୍ତୁ: ଆଜି ହୋଇପାରେ ବଡ଼ ଆକ୍ସନ? ଚାଲିଛି ଘନ ଘନ ବୈଠକ

Operation Sindoor Missile India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: