BUS Accident
Advertisment
ତାମିଲ ନାଡ଼ୁରେ ସଲିମ୍ ଜିଲ୍ଲାରେ ଦୁଇ ଘରୋଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁ-ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅନେକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାର ଲାଇଭ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରା ହୋଇଛି । ଗୋଟିଏ ବସ୍ ଭିତରେ ଡ୍ରାଇଭର ସିଟ୍ ପଛ ପଟେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି । ତେବେ ଦୁର୍ଘଟଣାରେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ୁଛି । କିନ୍ତୁ ଗାଡ଼ିର ସାମ୍ନା ପଟ ଛିନ୍ ଛତ୍ର ହୋଇଥିବା ଦେଖାଯାଇଛି ।
Advertisment
ଦେଖନ୍ତୁ ଭିଡିଓ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us