Advertisment

ଖୁସି ଖବର ! କମିଲା LPG ଦର

ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ।

ଅଦ୍ୟତନ ହୋଇଛି
LPG Price Reduced

LPG

Advertisment

୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର କମିଲା । ସିଲିଣ୍ଡର ପିଛା ଦର ୯୧ ଟଙ୍କା ୫୦ ପଇସା କମିଥିବା ସୂଚନା । ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦର ଏବେ ୨୦୨୮ ଟଙ୍କା ରହିଛି । ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ।

Advertisment

ଗତ ମାର୍ଚ୍ଚ ୧ ତାରିଖରେ, ୧୪.୨ କିଲୋ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବଢ଼ିଥିଲା । ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ୨,୧୧୯ ଟଙ୍କା ୫୦ ପଇସା ଥିବାବେଳେ ଘରୋଇ LPG ସିଲିଣ୍ଡର ଦର ବୃଦ୍ଧି ପାଇ ୧,୧୦୩ ଟଙ୍କା ହୋଇଥିଲା ।

କମର୍ସିଆଲ ଏଲ୍‌ପିଜି ଦର..

  • ଦିଲ୍ଲରେ:- ୨୦୨୮ ଟଙ୍କା
  • କୋଲକତାରେ:- ୨୧୩୨
  • ମୁମ୍ବାଇରେ:- ୧୯୮୦ ଟଙ୍କା
  • ଚେନ୍ନାଇରେ:- ୨୧୯୨.୫୦ ଟଙ୍କା 
Advertisment
LPG Cylinder LPG Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ