Advertisment

ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତରେ ଭୂକମ୍ପ

ରିକ୍ଟର ସ୍କେଲରେ ଭୂକଂପର ମାତ୍ରା ୫.୮ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Earthquake In Delhi NCR

earthquake in delhi NCR

Advertisment

ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା। ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ। ରିକ୍ଟର ସ୍କେଲରେ ଭୂକଂପର ମାତ୍ରା ୫.୮ ବୋଲି ଜଣାପଡ଼ିଛି। ତେବେ କ୍ଷୟକ୍ଷତି କଣ ହୋଇଛି, ସେସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ୩୦ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି NCS ସୂତ୍ରରୁ ଜଣାପଡ଼ିଛି।

Advertisment


ଅଧିକ ପଢ଼ନ୍ତୁ: ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

Earthquake Delhi Ncr Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ