Advertisment

Hero Dog Saves 67 Lives: କୁକୁର ଭୁକିଲା ବୋଲି ବଞ୍ଚିଗଲେ ୬୭ ଜଣ !

ହିମାଚଳ ମଣ୍ଡିରେ ଫ୍ଲାସ ଫ୍ଲଡ ପୂର୍ବରୁ ଗାଁରେ କୁକୁର ଭୁକିବାରୁ ୬୭ ଜଣ ଗ୍ରାମବାସୀଙ୍କ ଜୀବନ ବଞ୍ଚିଯାଇଛି । ଜାଣନ୍ତୁ କେମିତି...

ଅଦ୍ୟତନ ହୋଇଛି
Hero Dog Saves 67 Lives

Hero Dog Saves 67 Lives

Advertisment

କୁକୁର ଭୁକିଲା ବୋଲି ବଞ୍ଚିଗଲେ ୬୭ ଜଣ ସିଧା କହିବାକୁ ଗଲେ ଦେବଦୂତ ପାଲଟିଥିଲା କୁକୁର ହିମାଚଳ ମଣ୍ଡିରେ ଫ୍ଲାସ ଫ୍ଲଡ ପୂର୍ବରୁ ଗାଁରେ କୁକୁର ଭୁକିବାରୁ ୬୭ ଜଣ ଗ୍ରାମବାସୀଙ୍କ ଜୀବନ ବଞ୍ଚିଯାଇଛି

Advertisment

ତେବେ ଫ୍ଲାସ ଫ୍ଲଡରେ ପୂରା ଗାଁ ଭାସିଯାଇଛି ଗତ ଜୁନ ୩୦ରେ ଏଭଳି ଚମତ୍କାର ହୋଇଛି ରାତି ୧ଟା ବେଳେ ମଣ୍ଡିରେ ବାଦଲ ଫଟା ବର୍ଷା ହେବାରୁ ଫ୍ଲାସଫ୍ଲଡ୍, ଲ୍ୟାଣ୍ଡ ସ୍ଲାଇଡ୍ ହୋଇଥିଲା ତେବେ ଏତିକି ବେଳେ ମଣ୍ଡି ନିକଟ ସିୟାଥି ଗାଁ ଲୋକେ ଘରେ ଶୋଇଥିଲେ ତେବେ ଗାଁ ମୁହାଁ ଫ୍ଲାସଫ୍ଲଡ୍ ଦେଖି କୁକୁର ଭୁକିବାରେ ଲାଗିଥିଲାଫଳରେ ଗାଁର ୨୦ ପରିବାର ରାତି ଅଧରେ ଉଠି ସମୟ ଭିତରେ ସୁରକ୍ଷିତ ସ୍ଥାନକୁ ଯିବାରେ ସଫଳ ହୋଇଥିଲେ

ସିୟାଥି ଗ୍ରାମବାସୀ କହିଛନ୍ତି କୁକୁର ଭୁକିବା ଦେଖି ସେମାନେ ସତର୍କ ହୋଇଥିଲେ ସେତେବେଳକୁ ଘରର କାନ୍ଥ ଫାଟିବାକୁ ଲାଗିଥିଲା ଓ ଘର ଭିତରେ ପାଣି ପଶୁଥିଲା ଏହା ପରେ ଗାଁ ଛାଡ଼ି ସମସ୍ତେ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ

Advertisment

ଏହାପରେ ହଠାକ ଭୂସ୍ଖଳନ ଯୋଗୁ ଗାଁ ମାଟିରେ ମିଶିଯାଇଥିଲା କେବଳ ୩ରୁ ୪ଟି ଘରକୁ ଛାଡ଼ିଦେଲେ ପୂରା ଗାଁ ମାଟିରେ ମିଶିଯାଇଛି ହିମାଚଳ ପ୍ରଦେଶରେ ମୌସୁମୀ ଜନିତ ବର୍ଷା ଓ ବନ୍ୟାରେ ରାଜ୍ୟରେ ୭୮ ଜଣଙ୍କ ମୃତ୍ୟୁ ହେଲାଣି

ଅଧିକ ପଢନ୍ତୁ: ଅଧା ଓଡ଼ିଶାରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!

Dogs Himachal Pradesh Floods Dog Saves Life
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ