Advertisment

ଆସନ୍ତା କାଲି ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ

ୟୁପିରେ ମୋଟ ୪୦୩ ଆସନ ଲାଗି ଭୋଟ ଗଣତି ହେବ।

ଅଦ୍ୟତନ ହୋଇଛି
UP Vote Result

UP Vote Result

Advertisment

ଆସନ୍ତାକାଲି ଉତ୍ତରପ୍ରଦେଶ ସହ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ୍ ରେଜଲ୍ଟ।  ୟୁପି ସହ ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ ଭୋଟ୍ ଗଣତି ହେବ। ତା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ ଗଣତି।

Advertisment

ୟୁପିରେ ମୋଟ ୪୦୩ ଆସନ ଲାଗି ଭୋଟ ଗଣତି ହେବ। ଭୋଟ ଗ୍ରହଣ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। କଡା ସୁରକ୍ଷା ମଧ୍ୟରେ ରହିଛି ଇଭିଏମ୍। ସିସିଟିଭି ନଜରରେ ରହିଛି ସମସ୍ତ ଭୋଟ ଗଣତି କେନ୍ଦ୍ର। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ଭୋଟ ଗଣତି କେନ୍ଦ୍ର ଆଖପାଖରେ କଟକଣା ଜାରି କରାଯାଇଛି। 

Vote Result UP Election 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ