Advertisment

Mahua Moitra Warns Odisha: ଶ୍ରମିକ ଅଟକ ଘଟଣା; ଓଡ଼ିଶା ସରକାରଙ୍କୁ ଧମକାଇଲେ ସାଂସଦ ମହୁଆ ମୈତ୍ର…

ଝାରସୁଗୁଡ଼ାରେ ୪୨୧ ଶ୍ରମିକ ଅଟକ ଘଟଣାକୁ ନେଇ ଜାରି କଲେ ଭିଡିଓ। କହିଲେ ଏମାନଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି ।

ଅଦ୍ୟତନ ହୋଇଛି
Bengal MP Mahua Moitra Warns Odisha

Bengal MP Mahua Moitra Warns Odisha

Advertisment

ଓଡ଼ିଶା ସରକାରଙ୍କୁ ଧମକାଇଲେ ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ରଝାରସୁଗୁଡ଼ାରେ ୪୨୧ ଶ୍ରମିକ ଅଟକ ଘଟଣାକୁ ନେଇ ଜାରି କଲେ ଭିଡିଓକହିଲେ ଏମାନଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକଙ୍କ ସହ ୪୨୧ ବେଙ୍ଗଲି ଅଟକ ଅଛନ୍ତି ବେଆଇନ ଭାବେ ଝାରସୁଗୁଡ଼ା ଓରିଏଣ୍ଟ ପୋଲିସ ଷ୍ଟେସନ ଅଟକ ରଖିଛି

Advertisment

ଆହୁରି କହିଛନ୍ତି ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି୫୦ ପ୍ରତିଶତ ବଙ୍ଗାଳୀ ପର୍ଯ୍ୟଟକ ଓଡ଼ିଶାର ହୋଟେଲରେ ରହୁଛନ୍ତି, ଏଠାକାର ରେସ୍ତୋରାଁରେ ଖାଉଛନ୍ତିବିଗତ ଦିନରେ ହେଉ ନ ଥିଲା, ବିଜେପି ସରକାର ଆସିଲା ପରେ ହେଉଛି ଏଭଳି କହି ପର୍ଯ୍ୟଟକ ନଆସିବା ଧମକ ପରୋକ୍ଷ୍ୟରେ ଦେଇଛନ୍ତି ମହୁଆ। 

ଖାଲି ଏତିକି ନୁହେଁ ଅଟକ ଶ୍ରମିକଙ୍କୁ ଯଦି ତୁରନ୍ତ ଛଡ଼ାନଯାଏ ତାହେଲେ ମାମଲା ହେବସେମାନେ ଏକୁଟିଆ ନାହାନ୍ତି ସେମାନଙ୍କ ପାଇଁ କୋର୍ଟର ଦ୍ବାରସ୍ତ ହେବେ ବୋଲି TMC ସାଂସଦ ମୋହୁଆ ମୈତ୍ର ନିଜ ଭିଡିଓରେ କହିଛନ୍ତିଶ୍ରମିକଙ୍କୁ ଛାଡ଼ିବାକୁ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପିଙ୍କୁ ଅପିଲ୍ କରିଛନ୍ତି

Advertisment

ଦୁଇ ଦିନ ତଳେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ଏଥିରେ ମହୁଆଙ୍କ ନିର୍ବାଚନମଣ୍ଡଳି କିଷ୍ଣନଗରରୁ ବି କିଛି ଶ୍ରମିକ ଥିବା ସୂଚନା ରହିଛି।...ଯାଞ୍ଚ ପରେ ଏମାନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ IG ।

ଅଧିକ ପଢନ୍ତୁ: ରଥଯାତ୍ରା ସରୁ ସରୁ ଶ୍ରୀମନ୍ଦିରକୁ ବିପଦ ଆଶଙ୍କା !

 
Mahua Moitra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ