Advertisment

ଅଭ୍ୟାସ ବେଳେ ଅଚାନକ ବଢ଼ିଲା ନଦୀ ସ୍ରୋତ, ଭାସିଗଲା ଯୁଦ୍ଧ ଟ୍ୟାଙ୍କ୍‌

ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ଯେ ଭାସିଯାଇଥିବା ଟ୍ୟାଙ୍କ୍‌ T-72 ।

ଅଦ୍ୟତନ ହୋଇଛି
Army Tank

Army Tank

Advertisment

ନଦୀ ଜଳ ସ୍ରୋତରେ ଭାସିଗଲା ଟ୍ୟାଙ୍କ୍ । ଚାଲିଗଲା ୫ ଯବାନଙ୍କ ଜୀବନ । ଲଦାଖ LACରେ ସେନାର ଟ୍ୟାଙ୍କ୍‌ ଅଭ୍ୟାସ ବେଳେ ଘଟିଛି ଏହି ଅଘଟଣ । ନଦୀ ପାର୍ ବେଳେ ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଭାସିଗଲା ଟ୍ୟାଙ୍କ୍ । ଟ୍ୟାଙ୍କ୍‌ରେ ଥିବା ଆର୍ମି ଅଧିକାରୀଙ୍କ ପତ୍ତା ମିଳୁନି । ନଦୀରେ ଅଧିକ ପାଣି ଆସିବାରୁ ଭାସିଗଲା ଟ୍ୟାଙ୍କ୍‌ । ତେବେ ୫ ମୃତକଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର ମଧ୍ୟ ରହିଛନ୍ତି । ମନ୍ଦିର ମୋର୍‌ହ ନିକଟରେଥିବା ନଦୀ ପାର୍‌ ହେଉଥିଲା ଟ୍ୟାଙ୍କ୍ । ଏହା ଲେହ୍‌ ଠାରୁ ୧୪୮ କିଲୋମିଟର ଦୂରରେ ରହିଛି । ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ଯେ ଭାସିଯାଇଥିବା ଟ୍ୟାଙ୍କ୍‌ T-72 ।

Advertisment
Indian Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ