Advertisment

ଥରିଲା ରାଜଧାନୀ ଦିଲ୍ଲୀ, ଭୟରେ ପଦାକୁ ଚାଲିଆସିଲେ ଲୋକେ

ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Earthquake in Delhi Today

An earthquake in Delhi with a magnitude of 5.9 on the Richter Scale

Advertisment

ପୁଣି ଥରିଲା ରାଜଧାନୀ ଦିଲ୍ଲୀ। ସପ୍ତାହରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଅନୁଭୂତ ହୋଇଛି ହୋଇଛି ଭୂକମ୍ପ। କିଛି ସମୟ ପୂର୍ବରୁ ଦିଲ୍ଲୀ, NCR ଓ ଜମ୍ମୁକଶ୍ମୀରର କିଛି ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭବ କରିଛନ୍ତି ଲୋକେ। ତୁରନ୍ତ ଘରୁ ବାହାରକୁ ଚାଲି ଆସିଥିବା ସହ ଲୋକେ କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଛନ୍ତି।ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିବା ଜଣାପଡ଼ିଛି।

Advertisment
Delhi Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ