Advertisment

'୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ'

୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ। ଛତିଶଗଡ ରାୟପୁରରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଅଦ୍ୟତନ ହୋଇଛି
Naxal Violence

Naxal Violence

Advertisment

୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ। ଛତିଶଗଡ ରାୟପୁରରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ଦେଶର ଗଣତନ୍ତ୍ର ପ୍ରତି ନକ୍ସଲବାଦ ସବୁଠୁ ବଡ ଚ୍ୟାଲେଞ୍ଜ। ମାଓବାଦୀଙ୍କ ହିଂସାରେ ଗତ ୪ ଦଶକରେ ୧୭ ହଜାର ଲୋକ ପ୍ରାଣ ହରାଇଛନ୍ତି।

Advertisment

ମୋଦି ସରକାର ଆସିବା ପରେ ମାଓବାଦକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ତା ବିରୋଧରେ ଲଢେଇ ଆରମ୍ଭ ହୋଇଥିଲା। ଏବେ ସେଥିରେ ୭୦ ପ୍ରତିଶତ ହ୍ରାସ ଘଟିଛି। ନକ୍ସଲ ବିରୋଧରେ ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଁଚିଛି ଏବଂ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। 

Amit Shah Naxal Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ