ଅଦ୍ୟତନ ହୋଇଛି
Train Accident
Advertisment
କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୭ ଜଣ ମୃତ। ଆନ୍ଧ୍ର ପ୍ରଦେଶରେ ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରୁପାଲି ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ ଧକ୍କାରେ ୭ ଜଣ ପ୍ରାଣ ହରାଇଛନ୍ତି। ଇଞ୍ଜିନ୍ ଖରାପ ଥିବାରୁ ଅଟକିଥିବା ଏକ ଟ୍ରେନ୍ର ଯାତ୍ରୀଙ୍କୁ ଧକ୍କା ଦେଇଛି କୋଣାର୍କ ଏକ୍ସପ୍ରେସ। ସିକନ୍ଦରାବାଦରୁ ଗୌହାଟି ଯାଉଥିବା ଏକ ଟ୍ରେନ୍ ବାଟରେ ଅଟକିଥିଲା। ଟ୍ରେନ୍ର ପାସେଞ୍ଜର ଗାଡ଼ିରୁ ଓହ୍ଲାଇ ଧାରଣାରେ ବୁଲୁଥିବା ବେଳେ ଦୁର୍ଘଟଣା ଘଟିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649699358.jpeg)