Advertisment

Ganganani Helicopter Crash: ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ

ଉତ୍ତରାଖଣ୍ଡର ଗଙ୍ଗାନାନି ନିକଟରେ ବଡ଼ ଧରଣର ହେଲିକପ୍ଟର କ୍ରାସ୍ ହୋଇଛି। ଏଥିରେ ପାଇଲଟ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ  ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Helicopter Crashes

Helicopter Crashes

Advertisment

ଉତ୍ତରାଖଣ୍ଡର ଗଙ୍ଗାନାନି ନିକଟରେ ବଡ଼ ଧରଣର ହେଲିକପ୍ଟର କ୍ରାସ୍ ହୋଇଛି। ଏଥିରେ ପାଇଲଟ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ  ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କିପରି ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ପାକିସ୍ତାନର ମୁରିଦକେ ଅଞ୍ଚଳ; ସାମ୍ନାକୁ ଆସିଲା ସାଟେଲାଇଟ୍ ଇମେଜ୍

ଆଜି ସକାଳେ ହେଲିକପ୍ଟରଟି ୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୋତ୍ରୀ ଧାମ ଯାଉଥିଲା। ତେବେ ଗଙ୍ଗାନାନି ନିକଟରେ ହେଲିକପ୍ଟରଟି ଗଛରେ ପିଟି ହୋଇଯାଇଥିଲା। ପରେ ହେଲିକପ୍ଟରଟି କ୍ରାସ ହୋଇଥିଲା। ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: କେଦାରନାଥରେ ହେଲିକପ୍ଟର କ୍ରାସ୍‌; ବାୟୁସେନା ବିମାନରେ ସ୍ଥାନାନ୍ତର ବେଳେ ଦୁର୍ଘଟଣା

Uttarakhand Helicopter Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ