woman was declared brought dead by the doctors at Puri Headquarters Hospital
ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ମୃତ୍ୟୁ । ବର୍ତ୍ତମାନସୁଦ୍ଧା ମୃତ କିନ୍ନରଙ୍କ ପରିଚୟ ମିଳିନଥିବାବେଳେ ସେ କାହିଁକି ଗୁମୁଟ ଉପରୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ଆଜି ଅପରାହ୍ଣରେ ଜଣେ କିନ୍ନର ଶ୍ରୀମନ୍ଦିରର ଗୁମୁଟ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ପୋଲିସ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ କିନ୍ନରଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ତେବେ ବର୍ତ୍ତମାନସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ସେ କାହିଁକି ଗୁମୁଟରୁ ଡେଇଁଥିଲେ ତାହାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651398460.jpg)