Advertisment

ଲୋକଙ୍କ ମନରେ ଭୟ: କେତେବେଳେ କାହାକୁ ପୋଲିସ ଗିରଫ କରିବ, କେହିବି କହିପାରିବେନି...

କେତେବେଳେ କାହାକୁ ପୋଲିସ ଗିରଫ କରିବ, ତାହା କେହିବି କହିପାରିବେନି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ବର୍ତ୍ତମାନ ଗାଁ ଗାଁରେ ପୋଲିସର ଗିରଫଦାରୀକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
special report

special report

Advertisment

କେତେବେଳେ କାହାକୁ ପୋଲିସ ଗିରଫ କରିବ, ତାହା କେହିବି କହିପାରିବେନି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ବର୍ତ୍ତମାନ ଗାଁ ଗାଁରେ ପୋଲିସର ଗିରଫଦାରୀକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି। 

Advertisment

ତେଣୁ ଲୋକଙ୍କ ଲୋକଙ୍କ ମନରୁ ଏହି ଆଶଙ୍କା ଓ ଭୟକୁ ଦୂର କରିବା ପାଇଁ ଫିରିଙ୍ଗିଆ ପୋଲିସ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛି। ଫିରିଙ୍ଗିଆ ଥାନା ପରିସରରେ ଆମ ପୋଲିସ ସମିତିର ବୈଠକ କରିବା ସହିତ ଫିରିଙ୍ଗିଆ ଥାନା IIC ରମେଶ କୁମାର ପ୍ରଧାନ ନୂଆପଦର ଗାଁକୁ ଯାଇ ଶାନ୍ତି ବୈଠକ କରିଛନ୍ତି ।

Advertisment

ଘଟଣାକୁ ନେଇ ସାଧାରଣରେ କେହି ଭୟଭୀତ ନ ହେବାକୁ କହିବା ସହ ସମସ୍ତେ ପୂର୍ବଭଳି ନିଜର ଜୀବନ ଜୀବିକାକୁ ନେଇ ଚଳପ୍ରଚଳ କରନ୍ତୁ ବୋଲି ଗ୍ରାମବାସୀଙ୍କୁ IIC କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ