Hanging Bodies
Advertisment
ଉମରକୋଟ୍ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ। ତୋହରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ୩ ମୃତକ ସ୍ଥାନୀୟ ଅଞ୍ଚଳର, ମୃତକଙ୍କ ମଧ୍ୟରୁ ଜଣେ ବିବାହିତା ବୋଲି ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏଯାଏଁ ଘଟଣାସ୍ଥଳରେ ପୋଲିସ ପହଞ୍ଚ ନଥିବାର ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649523186.jpg)