Advertisment

ବାଲୁକା କଳା ମାଧ୍ୟମରେ ରାମ ନବମୀ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଅଦ୍ୟତନ ହୋଇଛି
Sand Art

Sand Art

Advertisment

ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭବ୍ୟ ମର୍ଯ୍ୟଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ସେ ଏହି କଳା କୃତ୍ତି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।

Advertisment

ସେ ନିଜ କଳା ମାଧ୍ୟମରେ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଚିତ୍ରକୁ ଆଙ୍କି କଳାକୃତ୍ତି କରିଛନ୍ତି । ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ନେଇ ମଧ୍ୟ ସେ ଏହି କଳା କୃତ୍ତିରେ ବାର୍ତ୍ତା ଦେଇଛନ୍ତି ।

ଅନ୍ୟପକ୍ଷେ, ଆଜି ରାମ ପବିତ୍ର ନବମୀ ଥିବାରୁ ରାମନବମୀ ସାରା ଦେଶର ପୁରପଲ୍ଲୀରେ ଭଗବାନ ରାମଙ୍କ ଜନ୍ମୋତ୍ସବ ବା ରାମନବମୀକୁ ଧୁମଧାମରେ ପାଳନ କରାଯାଉଛି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପର୍ବ ପାଳନ ବନ୍ଦ ରହିଥିଲା ।

Advertisment
Odisha Puri Sand Art Ram Navami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ