Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି; ସିଗ୍‌ନାଲ JEଙ୍କ ଘର ସିଲ୍

JEଙ୍କ ଭଡ଼ା ଘର କିଏ ସିଲ୍ କଲା ଓ କାହିଁକି ସିଲ୍‌ କଲା ତାହା ଜଣାପଡ଼ିନାହିଁ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ କିଛି ଦିନ ହେଲା ସିଗ୍‌ନାଲ JE ଅନୁପସ୍ଥିତ ଥିବା ସୂଚନା ରହିଛି ।

ଅଦ୍ୟତନ ହୋଇଛି
Bahanaga train tragedy

Bahanaga train tragedy

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିରେ ନୂଆ ମୋଡ଼ । ରେଲୱେ ସୋର ସେକ୍ସନ ସିଗ୍‌ନାଲ JEଙ୍କ ଘର ସିଲ୍ କରାଯାଇଛି । ସୋର ଠାରେ ଥିବା JEଙ୍କ ଭଡ଼ା ଘର ସିଲ୍ କରାଯାଇଥିବା ସୂଚନା ମିଳିଛି । ତେବେ JEଙ୍କ ଭଡ଼ା ଘର CBI ସିଲ୍‌ କରିଥିବା କୁହାଯାଉଛି । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ କିଛି ଦିନ ହେଲା ସିଗ୍‌ନାଲ JE ଅନୁପସ୍ଥିତ ଥିବା ସୂଚନା ରହିଛି । ଖାଲି ସେତିକି ନୁହେଁ ରେଳ ଦୁର୍ଘଟଣା ପରେ JE ଏବଂ ତାଙ୍କ ପରିବାର ଅନୁପସ୍ଥିତ ରହିଥିବା ମଧ୍ୟ ସୂଚନା ରହିଛି ।

Advertisment
Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ