Advertisment

୨ କୋଟିରେ ବିକ୍ରି ହେଲା ତେଲିଆ ଭୋଲା ମାଛ

ଧରାପଡ଼ିଥିବା ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୧୮ କେଜି ହେବ।

ଅଦ୍ୟତନ ହୋଇଛି
ନିଲାମ କରାଯାଉଥିବା ମାଛ

ନିଲାମ କରାଯାଉଥିବା ମାଛ

Advertisment

ଜଳେଶ୍ୱର: ମାଛ କଲା କୋଟିପତି।  ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘାରେ ୧୨୧ଟି ତେଲିଆ ଭୋଲା ମାଛକୁ ୨ କୋଟିରେ ବିକିଲେ ମତ୍ସ୍ୟଜୀବୀ। ଧରାପଡ଼ିଥିବା ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୧୮ କେଜି ହେବ। 

Advertisment

ଦୀଘା ଇଷ୍ଟୋରିଆ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟୀ ସଂଘର ଏହି ମାଛ ଗୁଡ଼ିକୁ ନିଲାମ ପାଇଁ ରଖିଥିଲା। ତେବେ କୌଣସି ସାଧାରଣ ଲୋକ କିଣିନଥିଲେ । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ କିଣିନେଇଥିବା ସୂଚନା ମିଳିଛି।

 ଏହି ମାଛ ଔଷଧ ତିଆରିରେ ବ୍ୟବହାର ହେବ। କ୍ୟାନ୍ସର ଓ ବଡ଼ ବଡ଼ ରୋଗ କ୍ଷେତ୍ରରେ ଏହି ମାଛରୁ ପ୍ରସ୍ତୁତ ଔଷଧ ବ୍ୟବହାର କରାଯାଇଥାଏ।  

Advertisment
Rare Type Of Fish CorePati Digha Border
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ