ଅଦ୍ୟତନ ହୋଇଛି
Special story
Advertisment
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିନ୍ଧିଥିବା ଶାଢ଼ୀକୁ ନେଇ ଚର୍ଚ୍ଚା । ମ୍ୟାଡାମ ପ୍ରେସିଡେଣ୍ଟ ଶପଥ ଗ୍ରହଣ ଉତ୍ସବରେ ଯେଉଁ ଶାଢ଼ୀ ପିନ୍ଧିଥିଲେ ତାହା ଖୁବ ସୁନ୍ଦର ହୋଇଥିବା ବେଳେ ତାହା ବାଧିକୁମ୍ଭ ପ୍ରିଣ୍ଟର ଯାହା ସୋନପୁର ବୁଣାକାର ମାନେ ପ୍ରସ୍ତୁତ କରିଥାନ୍ତି । ଅଧିକାଂଶ ଲୋକେ ଏହାକୁ ମୟୂରଭଞ୍ଜର ସନ୍ତାଳୀମାନଙ୍କ ପାରମ୍ପରିକ ଶାଢୀ ବା ଝେଲା କହୁଥିବା ବେଳେ ଏହା ପ୍ରକୃତରେ ବାଧିକୁମ୍ଭ ପ୍ରିଣ୍ଟ । ଯାହାକୁ ନେଇ ସ୍ପଷ୍ଟ କରିଛନ୍ତି ଓଡିଶା ସଂସ୍କୃତି ଗବେଷକ ଅନିତା ସାବତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658836898.jpg)