Police personnel exposed while taking money from farmers in Kendrapara
ଚାଷୀଙ୍କୁ ଧମକାଇ ପୋଲିସ ଟଙ୍କା ଆଦାୟ କରୁଥିବା ବେଳେ ଘେରିଲେ ଲୋକେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତମାସ ୨୨ ତାରିଖରେ ବିଧାନସଭା ଘେରିବାକୁ ଯାଇଥିବା ଚାଷୀଙ୍କ ନାଁରେ କମିଶନରେଟ ପୋଲିସ ୧୦୭ ଦଫାରେ ମାମଲା ରୁଜୁ କରି ଛାଡ଼ି ଦେଇଥିଲା।
ତେବେ ଏନେଇ ସ୍ଥାନୀୟ ପଟ୍ଟାମୁଣ୍ଡାଇ ଥାନାର କିଛି ପୋଲିସ କର୍ମଚାରୀ ସଂପୃକ୍ତ ଚାଷୀଙ୍କୁ ନୋଟିସ ଦେବାକୁ ଯାଇଥିବା ବେଳେ ଟଙ୍କା ଆଦାୟ କରୁଥିବା ଭିଡିଓ ଭାଇରାଲ୍ ହୋଇଛି। ଏହାର ପ୍ରତିବାଦ କରି ଲୋକେ ପୋଲିସ କର୍ମଚାରୀଙ୍କୁ ଘେରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696736688.jpg)