Advertisment

ମର୍ଡର କେସ୍‌ର ତଦନ୍ତ କରୁ କରୁ ପୋଲିସ୍‌ ହାତରେ ଲାଗିଲା ବଡ଼ ସୁରାଗ

ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁ କରୁ ପୋଲିସ୍‌ ହାତରେ ଲାଗିଲା ବଡ଼ ସୁରାଗ। ପୁରୀ ସେବାୟତ ଶିବରାମ ପାତ୍ର ହତ୍ୟାକାଣ୍ଡ ମାମଲାର ତଦନ୍ତ ବେଳେ ବେଆଇନ ବନ୍ଧୁକ କାରବାର ନେଇ ପୋଲିସ ହାତରେ ସୁରାଗ ଲାଗିଛି।

Police discovers illegal arms racket during servitor Sibaram Patra murder probe

ଏହି ଘଟଣାର ତଦନ୍ତ ପରେ ୭ ଜଣଙ୍କୁ ଗିରଫ କରାଯିବା ସହ ୪ଟି ବନ୍ଧୁକ, ୪ ରାଉଣ୍ଡ ଲାଇଭ୍‌ ପୋଲିସ ଜବତ କରିଛି। ବଳିଆ ପଣ୍ଡା ଥାନା ଓ ଟାଉନ ଥାନା ଅଞ୍ଚଳରୁ ଗୋଟିଏ ଲେଖାଏ ଓ ସଦର ଥାନା ଅଞ୍ଚଳରୁ ୨ଟି ବନ୍ଧୁକ ଜବତ କରାଯାଇଛି।

ସୂଚନାଥାଉ କି, କିଛି ଦିନ ପୂର୍ବେ ଗୁଳି କରି ସେବାୟତ ଶିବରାମ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତା ଓ ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ଯେଉଁ ବନ୍ଧୁକରୁ ଶିବରାମଙ୍କୁ ଗୁଳି କରାଯାଇଥିଲା, ସେ ଦିଗରେ ତଦନ୍ତ କରିବା ପରେ ଏହି ବେଆଇନ ବନ୍ଧୁକ ରାକେଟର ସୁରାଗ ପୋଲିସକୁ ମିଳିଥିଲା। 

Advertisment

Puri Sevayat Murder Case Illegal Arms Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ