Advertisment

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ ପିଅନ, ପହଞ୍ଚିଗଲା ଭିଜିଲାନ୍ସ

ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ପିଅନ। ଜଣେ କ୍ଲାସ୍‌ ୱାନ୍‌ ଠିକାଦାରଙ୍କ ନିକଟରୁ ସିକ୍ୟୁରିଟି ବାବଦରେ ସମ୍ପୃକ୍ତ ପିଅନ ଲାଞ୍ଚ ନେଉଥିଲେ।

ଅଦ୍ୟତନ ହୋଇଛି
peon caught by vigilance

peon caught by vigilance

Advertisment

ବାଲେଶ୍ୱର: ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ପିଅନ। ବାଲେଶ୍ୱର ଜିଲ୍ଲା R & B ଅଫିସ୍‌ର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କ ନାଁ  ପଦ୍ମନାଭ ସ୍ୱାଇଁ। 

Advertisment

ସୂଚନା ଅନୁସାରେ, ପଦ୍ମନାଭ ଜଣେ କ୍ଲାସ୍‌ ୱାନ୍‌ ଠିକାଦାରଙ୍କ ନିକଟରୁ ସିକ୍ୟୁରିଟି ବାବଦରେ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ। ଏଥିପାଇଁ ସେ ଠିକାଦାରଙ୍କୁ ଏହି ଟଙ୍କା ମାଗିଥିଲେ। ଖବରପାଇ ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ପୁରା ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ପଦ୍ମନାଭ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ। 

ଭିଜିଲାନ୍ସର ଗୋଟିଏ ଟିମ୍‌ ପଦ୍ମନାଭଙ୍କ ସୋର ସ୍ଥିତ ଘରେ ମଧ୍ୟ ଚଢ଼ଉ କରିଛନ୍ତି। 

Bribery Case Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ