Advertisment

ଭୁବନେଶ୍ୱରରେ ପଥୋତ୍ସବ: ଏଥର ଜନପଥ ନୁହେଁ; ଏହି ସ୍ଥାନରେ ଜମୁଛି ନାଚ, ଗୀତର ଆସର...

ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି।

ଅଦ୍ୟତନ ହୋଇଛି
Patha Utsav In Bubaneswar

Patha Utsav In Bubaneswar

Advertisment

ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥର ଜନପଥ ନୁହେଁ, ବରଂ ଉତ୍ତର ନିର୍ବାଚନ ମଣ୍ଡଳୀ ଶିଖରଚଣ୍ଡୀ ଛକରୁ ଇନ୍‌ଫୋସିଟି ଛକ ମଧ୍ୟରେ ଆୟୋଜିତ ହୋଇଛି ପଥୋତ୍ସବ।

Advertisment

ଆଜି ସକାଳ ୬ଟା ୩୦ରୁ  ଏହି ଉତ୍ସବ ଆରମ୍ଭ ହୋଇଛି।  ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଆଗକୁ ହକି ବିଶ୍ୱକପ୍ ଥିବାରୁ ପଥୋତ୍ସବ ଅଧିକ ଜମୁଛି।   

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ