Advertisment

ପୁରୀ-ଭୁବନେଶ୍ୱର ବସ୍‌ ଓଲଟିଲା, ତଳେ ଗଳି ପଡ଼ିଥିବା ବସ୍‌କୁ ଲୋକ ଉଠାଇ ଦେଲେ

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Passenger bus 'Sarala' enroute to Bhubaneswar from Puri overturns

Passenger bus 'Sarala' enroute to Bhubaneswar from Puri overturns

Advertisment

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁରୀରୁ ଲୋକ ନେଇ ଫେରୁଥିବା ବେଳେ ସାତଶଙ୍ଖଠାରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସାତଶଙ୍ଖ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment

ବର୍ଷା ଯୋଗୁ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଥିଲା। ବସ୍‌ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା, କୌଣସି କ୍ରେନ୍‌ର ସହାୟତା ନନେଇ ଲୋକମାନେ ତଳେ ଗଳି ପଡ଼ିଥିବା ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଲୋକମାନେ ଉଠାଇ ଥିଲେ। 

Advertisment

Bus Accident Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ