Advertisment

'ଥରେ ତାଙ୍କ ପାଦ ଧୋଇଥିଲି ମୋ ଆଖି ଲୁହରେ'

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।

ଅଦ୍ୟତନ ହୋଇଛି
Padma Shri Shyammani Devi mourns Lataji's death

Padma Shri Shyammani Devi mourns Lataji's death

Advertisment

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି।ଲତାଜୀଙ୍କ ପରଲୋକରେ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ଆମ ସହିତ ବଖାଣିଛନ୍ତି  । ଲତା ମଙ୍ଗେସକରଙ୍କ ପାଦ ଟିକିଏ ଛୁଇଁବାକୁ ମୁଁ ମାସ ମାସ ଧରି ତାଙ୍କ ପଛେ ପଛେ ଯାଉଥିଲି। ହେଲେ ସେ ଏତେ କ୍ଷୀପ୍ର ବେଗରେ ଚାଲି ଯାଆନ୍ତି ଯେ, ମୁଁ ଜମା ପାଖକୁ ଯାଇ ପାରେନି। ଆଉ ଯେଉଁ ଦିନ ତାଙ୍କ ପାଦ ଦୁଇଟିକୁ ମୋ ହାତ ଛୁଇଁ ପାରିଲା ସେଦିନ ମୋ ଆଖିର ଲୁହରେ ତାଙ୍କ ପାଦ ଧୋଇ ଦେଇଥିଲି।

Advertisment

ଲତାଜୀଙ୍କୁ ମୁଁ ସଂୟ ବାଗଦେବୀ ବୋଲି ଭାବେ । ସେ ମୋ ପାଇଁ ସାକ୍ଷାତ ମାଆ ସରସ୍ୱତୀ ବୋଲି ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ କହିଛନ୍ତି । ମୁଁ ତାଙ୍କ ଆଗରେ ଓଡ଼ଆ ଗୀତ ଗାଇଛି । ସେ ଓଡ଼ିଆ ଗୀତ ଓ ସଂଗୀତକୁ ପ୍ରଶଂସା ମଧ୍ୟ କରିଛନ୍ତି । 

Add the video to your site with the embed code above

ନାହାନ୍ତି ଲତା ହେଲେ ଛାଡି ଯାଇଛନ୍ତି ଅଜସ୍ର ଗୀତ , ଯାହାକୁ ଶୁଣିଲା ପରେ ପ୍ରତିଟି ଭାରତୀୟ ଝୁରୁଛନ୍ତି ଲତା ଦିଦିଙ୍କୁ । ଯାଦୁଗରୀ କଣ୍ଠରେ ମନକୁ ଜିତି ପାରିଥିବା ସ୍ୱର ସରସ୍ୱତୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।

Advertisment

ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ପ୍ରମୁଖ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Shyammani Devi Mourns Lataji's Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ