IAS ସ୍ତରରେ ଅଦଳବଦଳ; କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ।

Odisha effects major bureaucratic reshuffle in IAS cadre; BMC, CMC, BeMC get new commissioners

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ଜଳ ସଂପଦ ଯୁଗ୍ମ ସଚିବ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. OSMCL ଏମ୍‌ଡି ହୋଇଛନ୍ତି ।