Advertisment

‘ଏ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି’

ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Power Cut

Power Cut

Advertisment

ଚଳିତ ବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି। ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ମୁଁ ପ୍ରତିଶ୍ରୁତି ଦେଉଛି, ଏ ବର୍ଷ ପାୱାର କଟ୍‌ ହେବନି। ଗ୍ରାମାଞ୍ଚଳରେ ବି ବିଦ୍ୟୁତ୍‌ କାଟ୍‌ ହେଉନି, ଯାନ୍ତ୍ରିକ ତ୍ରୁଟି ପାଇଁ ହୁଏତ ବିଦ୍ୟୁତ୍‌ କାଟ୍‌ କରାଯାଉଥିବ।

Advertisment

‘ପାୱାର କଟ୍‌ ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରି ନାହାନ୍ତି। ଆମ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ୍‌ ଅଛି। ଲୋକଙ୍କ ଡିମାଣ୍ଡ୍‌ ଅନୁଯାୟୀ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି। 

Advertisment

Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ