Migrant's dead body
Advertisment
ଦାଦନ ଖଟିବାକୁ ଯାଇ ଛାତ୍ରର ଜୀବନ ଗଲା । କଳାହାଣ୍ଡିରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତକ ଜଣକ କୋକସରାରାର ପିପଲଝାପର ଗାଁର ସୋମନାଥ ବିଶି ହୋଇଥିବା ଜଣାପଡିଛି ।
Advertisment
ଗୋତମୁଣ୍ଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ସୋମନାଥ ତାଙ୍କ ବାପାଙ୍କ ସହ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଗତ ମଙ୍ଗଳବାର ରତାଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us