Advertisment

୨୦୧୮ କଟକ ଦୁଷ୍କର୍ମ ମାମଲା: ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ଅଗଷ୍ଟ ୧୨ରେ ଜଗତପୁର ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି କଟକ ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Man Sentenced To 20 Yr-Prison Term For Rape Of Minor In Odisha’s Cuttack

Man Sentenced To 20 Yr-Prison Term For Rape Of Minor In Odisha’s Cuttack

Advertisment

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ଅଗଷ୍ଟ ୧୨ରେ ଜଗତପୁର ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି କଟକ ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।୧୨ ବର୍ଷର ନାବାଳିକା ଏକା ଥିବା ବେଳେ ତୋଫାନ କୁମାର ଘରେ ଜେନା ପଶି ଦୁଷ୍କର୍ମ କରିଥିଲା । ୧୪ଟି ତଥ୍ୟ ପ୍ରମାଣ ଓ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଏହି ଦଣ୍ଡଦେଶ ଶୁଣାଇଛନ୍ତି ।

Advertisment

ମାମଲାକୁ ନେଇ ସ୍ୱତନ୍ତ୍ର ସରକାରୀ ଓକିଲ ବିଶ୍ୱଜିତ ରାୟ କହିଛନ୍ତି ଯେ, ଆଶାମୀ ତୋଫାନ କୁମାର ଜେନାଙ୍କୁ ଭାରତୀୟ ଦଣ୍ଡବିଧ ଆଇନ୍‌ ୩୭୬ A,B ଦଫାରେ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ ସହ ୨୦ ହଜାର ଜୋରିମାନା ଦେବାକୁ ପଡିବ । ଯଦି ସେ ଏହି ଜୋରିମାନା ନ ଦେବେ ତେବେ ତାଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ଦଣ୍ଡାଦେଶ ଦିଆଯିବ ।

Cuttack 20 Yr-Prison Term
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ