ଅଦ୍ୟତନ ହୋଇଛି
fire explosion
Advertisment
ଯାଜପୁର ର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ରୋଡ୍ ଧନେଶ୍ୱର ଛକରେ ନିକଟରେ ଥିବା କବାଡ଼ି ଗୋଦାମ ଜଳି ପାଉଁଶ ହୋଇଯାଇଛି । କୌଣସି କାରଣରୁ ନିଆଁ ଲାଗି ହୁତ୍ ହୁତ୍ ଜଳିଗଲା କବାଡ଼ି ଗୋଦାମ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ।
Advertisment
୨ଟି ଦମକଳ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଉଛି । ନିଆଁ ଲିଭାଇବାକୁ ଉଦ୍ୟମ ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ତେବେ ୩ ଜିଲ୍ଲାରେ ଶବ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କିଛି ସଂପର୍କ ନଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669186529.jpg)