Advertisment

IPS ସ୍ତରରେ ଅଦଳବଦଳ

IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିବାବେଳେ ନବରଙ୍ଗପୁର ଏସପି ହୋଇଛନ୍ତି ପି.ଏସ୍. ପରଶୋତ୍ତମ ଦାସ। ସେହିପରି ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଜିଲ୍ଲାର ନୂଆ ଏସପି

IPS ସ୍ତରରେ ଅଦଳବଦଳ

IPS Reshuffle In Odisha

Advertisment

ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିବାବେଳେ ନବରଙ୍ଗପୁର ଏସପି ହୋଇଛନ୍ତି ପି.ଏସ୍. ପରଶୋତ୍ତମ ଦାସ। ସେହିପରି ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଜିଲ୍ଲାର ନୂଆ ଏସପି। ଠିକ୍‌ ସେହିପରି ନୂଆପଡ଼ା ଏସପି ଭାବେ ବଦଳି କରାଯାଇଛି ପ୍ରତ୍ୟୁଷ ଦିବାକରଙ୍କୁ । ତେଣେ କେ.ଆର.ଦ୍ୟାନଦେଓଙ୍କୁ ମାଲକାନଗିରିରୁ ମୟୂରଭଂଜ ଜିଲ୍ଳାକୁ ଏସପି ଭାବେ ବଦଳି କରାଯାଇଛି। ମାଲକାନଗିରି ଏସପି ହୋଇଛନ୍ତି ପି.ଏସ୍.ମିନା ।

Advertisment

ଏହାବ୍ୟତୀତ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଏସ୍.ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟ IG ଭାବେ ଅବସ୍ଥାପିତ କରାଯାଇଛି।

Advertisment
Odisha IPS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ