Advertisment

ପାରାଦୀପରେ ଫାଟିଲା ତେଲ ପାଇପ୍‌

ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍‌ ଫାଟି ଯାଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
IOCL's crude oil pipeline bursts near IOCL township in Paradip

IOCL's crude oil pipeline bursts near IOCL township in Paradip

Advertisment

ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍‌ ଫାଟି ଯାଇଥିବା ସୂଚନା ମିଳିଛି। ପାରାଦୀପ-ହଳଦିଆ ଅଶୋଧିତ ତେଲ ପାଇପ୍‌ ଲାଇନ ଫାଟିଥିବା ଜଣାପଡ଼ିଛି। ପାଇପ୍‌ ଫାଟି ଯିବାରୁ ପ୍ରଚୁର ପରିମାଣର ଅଶୋଧିତ ତେଲ ବହି ଚାଲିଛି। 

Advertisment

ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।

IOCL Crude Oil Pipeline Burst
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ